East Coast Railway (ECoR) General Manager Shri Parmeshwar Phunkwal hoisting the National Flag at his residence to mark “Har Ghar Tiranga” drive from 13th to 15th August 2024. Shri Phunkwal had earlier appealed all ECoR employees to participate in the drive and directed Principal Heads of Departments and Divisional Railway Managers to ensure widespread participation of employees across the region.
ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ 13 ରୁ 15 ଅଗଷ୍ଟ 2024 ପର୍ଯ୍ୟନ୍ତ “ହର ଘର ତିରଙ୍ଗା” ଅଭିଯାନକୁ ସ୍ମରଣୀୟ କରିବ ଉଦ୍ଦେଶ୍ୟରେ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି | ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଶ୍ରୀ ଫୁଙ୍କୱାଲ ପୂର୍ବରୁ ସମସ୍ତ ରେଳପଥ କର୍ମଚାରୀଙ୍କୁ ନିବେଦନ କରିଥିଲେ ଏବଂ ରେଳପଥ ପରିସୀମା ମଧ୍ୟରେ କର୍ମଚାରୀଙ୍କ ବ୍ୟାପକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ବିଭାଗୀୟ ପ୍ରମୁଖ ଅଧିକାରୀ ଏବଂ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
More Stories
Minister of Railways Shri Ashwini Vaisnaw has gifted Pakai painting to President Madam at Bangariposi 3 line foundation laying program.
PRESIDENT OF INDIA LAYS FOUNDATION STONES FOR VARIOUS DEVELOPMENTAL PROJECTS AT RAIRANGPUR
Minister of Railways Shri Ashwini Vaishnaw Inaugurates East Side Entry of Cuttack Railway Station, Enhancing Passenger Convenience.